ମଥୁରାନାଥ ଶୁକ୍ଳ
ଦେଖଣା
ମଥୁରାନାଥ ଶୁକ୍ଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ)
[ସମ୍ପାଦନା]ମାଳବ ଦେଶର ଅଧିବାସୀ ବ୍ରାହ୍ମଣ ବିଶେଷ —The name of a Brahmaṇa of the country of Mālaba.
[ ଦ୍ର—ଏ ଶକ ୧୮ଶ ଶତାବ୍ଦିର ଲୋକ ଥିଲେ ଏ ପାରସୀ ଭାଷାରେ ଅତ୍ୟନ୍ତ ନିପୁଣ ଥିଲେ ୧୭୧୫: ଶକାଦ୍ଦିରେ ଏ କାଶୀର ରାଜକୀୟ ପାଠଶାଳାର ପୁସ୍ତକାଗାରର ଅଧ୍ୟକ୍ଷ ଥିଲେ ଏ ଯନ୍ତ୍ରଘଟରାଜ ନାମକ ବୋଧୋପଯୋଗୀ ସଂସ୍କୃତଜ୍ୟୋତିଷଗ୍ରନ୍ଥ ରଚନା କରିଥିଲେ]