ମଥୁରା ଚୋବେ
ଦେଖଣା
ମଥୁରା ଚୋବେ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଥୁରା ଚୋବେ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଥୁରୀ+ଚତୁର୍ବେଦୀ)
[ସମ୍ପାଦନା]ମଥୁରା ଅ଼ଞ୍ଚଳବାସୀ ବ୍ରାହ୍ମଣମାନଙ୍କ ଉପାଧି —Title of Brāhmaṇas of Mathurā.
[ ଦ୍ର—ଏମାନଙ୍କର ଭୋଜନ ଶକ୍ତି ଆଶ୍ଚର୍ଯ୍ୟଜନକ ଜଣେ ଜଣେ ଚୋବେ ୧ ୧୫: ସେର ରୁଟି ଓ ମିଷ୍ଟାନ୍ନ ଏକା ବୈଠକରେ ଉଦରସାତ୍ କରିବାର ଦେଖା ଯାଇଅଛି ]