ମଥୋଟ
ଦେଖଣା
ମଥୋଟ
ଉଚ୍ଚାରଣ
[ସମ୍ପାଦନା](ମଥୌଟ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା](ହୀନ୍ଦୀ ମଥୌଟ;ସଂସ୍କୃତ - ମସ୍ତ=ମସ୍ତକ; ଅନେକ ଲୋକଙ୍କ ଠାରୁ ମୁଣ୍ଡପିଛା ଅର୍ଥାତ୍ ପ୍ରତ୍ୟୋକ ବ୍ୟକ୍ତିଠାରୁ ଅନୁପାତ ଅନୁସାରେ ଅଦାୟ କରା ଯିବାରୁ) ===
- ୧. ଅନୁପାତ — ୧. Ratio; proportion.
- ୨. ଜଣ ପିଛା ହିସାବ ହୋଇ ଆଦାୟ କରାଯିବା ଚାନ୍ଦା —୨. Subscription raised equally from many persons. per head.
ବିଶେଷଣ -
[ସମ୍ପାଦନା]- ୧. ଆନୁପାତିକ —୧. Proportionate
- ୨. ଜଣ ପିଛା ହିସାବ କରାଯିବା —୨. Computed per head;per capita.