Jump to content

ମଦଦ୍

ଉଇକିଅଭିଧାନ‌ରୁ

ମଦଦ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମଦଦ୍)

[ସମ୍ପାଦନା]

ସହାୟତା; ସାବାଯ୍ୟ — Help; assistance.

(ଯଥା—ଏ ଘଟଣାରେ ପୁଲିସ୍ ମଦତ୍ ନିତାନ୍ତ ଦରକାର)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଦ; ମୋଦକ)

[ସମ୍ପାଦନା]

ଗୁଲି; ପିଜୁଳି ପତ୍ରକୁ ପୋଡ଼ି ତହିଁ ସଙ୍ଗେ ଅଫିମକୁ ରାନ୍ଧି ପ୍ରସ୍ତୁତ କରାଯିବା ବସ୍ତୁ —A preparation of opium for smoking; bullet of opium.

[ ଦ୍ର—ଏହାର ଧୂଆଁ ପାନ କଲେ ଭାରି ନାଶା ହୁଏ ମଦତ୍ ନିଶାର ଅଭ୍ୟାସ ସହଜରେ ଛାଡୢ ହୁଏ ନାହିଁ ଓ ଏହା ମନୁଷ୍ୟକୁ ଅନ୍ତଃସାର ଶୁନ୍ୟ ଓ ଅଳସୁଆ କରି ପକାଏ ଥରେ ଏଥିର ଚଟକ୍ ଲିଗିଲେ ମଦତ୍ ଖୋର୍ ଆଗ ପଛ ବିଚାର ନ କରି ଏଥିର ମାତ୍ରା ବଢ଼ାଇ ଶେଷକୁ ସର୍ବସ୍ୱାନ୍ତ ହୁଏ ମଦତୀମାନେ ଶୀର୍ଣ୍ଣକାୟ ହୋଇ ଯାଆନ୍ତି ଓ କେତେଜଣ ଏକତ୍ର ବସି ଅସାର କାଳ୍ପନିକ ଗଳ୍ପଦ୍ୱାରା ଆପଣା ଆପଣାର ମନୋରଞ୍ଜନ କରନ୍ତି ଏମାନଙ୍କର ଅଧିକାଂଶ ସମୟ ଆଖି ବୁଜି କାଳ୍ପନିକ ଜଗତରେ ଅତିବାହିତ ହୁଏ ]