ମଦଦ୍ମାଶ୍
ଦେଖଣା
ମଦଦ୍ମାଶ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବି(ଫା, ମଦଦ୍=ସାହାଯ୍ୟ+ଇ=ପାଇଁ+ ମା—ଅଶ୍=ଜିବୀକା ନିର୍ବାହାର୍ଥ ସାହାଯ୍ୟ)
[ସମ୍ପାଦନା]ମୁସଲମାନ୍ ବାଦସାହାମାନଙ୍କ ଅମଳରେ ଧର୍ମଯାଜକ ମାନଙ୍କ ଭରଣ ପୋଷଣାର୍ଥ ବା ଧ୍ରମ କାର୍ଯ୍ୟ ନିମନ୍ତେ ଅଳ୍ପ କରରେ ବା ନିଷ୍କରଭାବେ ଖଞ୍ଜା ହୋଇଥିବା ବୃତ୍ତି — Endowment given by Mahomedan emperors rent-free opr on a nominal rent for religious purposes.