ମଦନ
ଦେଖଣା
ମଦନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମଦ୍ ଧାତୁ; ଣିଚ୍. ମଦି ଧାତୁ=ମତ୍ତ କରିବା+କର୍ତ୍ତୃ. ଅନ)
[ସମ୍ପାଦନା]- ୧. କାମଦେବ —୧. Cupid personified
[ଦ୍ରଷ୍ଟବ୍ୟ —ଏହାଙ୍କର ସ୍ତ୍ରୀ ରତୀ, ସଖା ବସନ୍ତ ଓ ଅସ୍ତ୍ର ଫୁଲ ଧନୁଶର]
- ୨. କନ୍ଦର୍ପ; କାମ —୨. Cupid; insut.
- ୩. ଆଲିଙ୍ଗନ ବିଶେଷ —୩. A sort of embrace
[ଦ୍ରଷ୍ଟବ୍ୟ —ଏଥିରେ ନାୟକ ଗୋଟିଏ ହାତକୁ ନାୟିକାର ଗଳାରେ ଓ ଅନ୍ୟ ହାତକୁ ନାୟିକାର କଟିଦେଶରେ ରଖି ଲିଙ୍ଗନ କରେ—ହିନ୍ଦୀ - ଶ]
- ୪. ବସନ୍ତ କାଳ —୪. The spring season.
- ୫. ବ୍ରୀହି — ୫. Phaseolus (grain).
- ୬. ଭ୍ରମର; ଭାଙ୍ଗ —୬. The black bee.
- ୭. ମଏଣ (ଦେଖ) - —୭. Maeṇa (See)
- ୮. ଧଳା ଆଙ୍କୁ ଗଛ —୮. A kind of tree; Alagium Hexapetalum.
- ୯. ଖଇର ଗଛ —୯. The catechu tree.
- ୧. ବକୁଳ ଗଛ — ୧୦. The Datura Fastousa plant.
- ୧୧. ଧାତୁରା; ଦୁଦୁରା — ୧୧. The Datura Fastuosa plant.
- ୧୨. କାମକ୍ରିଡ଼ା (ହିନ୍ଦୀ - ଶ) —୧୨. Amorous dalliance.
- ୧୩. ମହଣ (ହିନ୍ଦୀ - ଶ) —୧୩. Beeswax.
- ୧୪. ସାରୀ; ମଇନା ପକ୍ଷୀ (ହିନ୍ଦୀ - ଶ) —୧୪. Hill myna.
- ୧୫. (ଜ୍ୟୋତିଷ)ଲଗ୍ନଠାରୁ ସପ୍ତମ ଗୃହ(ହିନ୍ଦୀ - ଶ) — ୧୫. The ୭th house from one's lagna
- ୧୬. ପ୍ରେମ (ହିନ୍ଦୀ - ଶ) —୧୬. Love
- ୧୭. ଖଞ୍ଜନ ପକ୍ଷୀ (ହିନ୍ଦୀ - ଶ.) —୧୭. The wagtail.
- ୧୮. ମହା ଦେବଙ୍କ ୪ ପ୍ରଧାନ ଅବତାର ମଧ୍ୟରୁ ତୃତୀୟ ଅବତାର (ହିନ୍ଦୀ - ଶ) —୧୮. The ୩rd of the four principal incarnations of ṡiba.
ବିଶେଷଣ -
[ସମ୍ପାଦନା]ମତ୍ତତା— ଜନକ —Causingn intoxication or madness.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ମଦନ ମୋହନର ଡ଼ାକନାମ —Name for calling Madanamohana.