ମଦନା
ଦେଖଣା
ମଦନା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ମଦନ+ଆ)
[ସମ୍ପାଦନା]- ୧. ସୁରା; ମଦ୍ୟ —୧. Wine.
- ୨. ମୁଗନାଭି; କସ୍ତୁରୀ —୨. Musk.
- ୩. କାମୁକା ସ୍ତ୍ରୀ —୩. A lascivious or lustful woman
- ୪. ମଇନା; ସାରୀ (ହିନ୍ଦୀ - ଶ) —୪. The hill myna birds
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମାଧବୀ ଜାତୀୟ ପୁଷ୍ପରଲତାବିଶେଷ — ୧. A kind of flowering creeper.
(ଉ—ଚମ୍ପା ନାଗେଶ୍ୱର ମଦନା ମାଧବୀ, ସୁଖଭଦ୍ରା ଲଜ୍ଜାକୁଳୀ ଗୋ ପ୍ରାଚୀ ରହସ୍ୟ ମଞ୍ଜରୀ)
- ୨. ମଦନର ଅନାଦରାର୍ଥ ଡାକନାମ — ୨. A name for calling Madana.