ମଦନାତୁର
(ମଦନାତୁରା—ସ୍ତ୍ରୀ)
(ମଦନୀତୁରତା—ବି)
ମଦନ— ବିହ୍ୱଳ; କାମାତୁର; କାମାର୍ତ୍ତ; କାମପ୍ରପୀଡ଼ିତ — Love-struck; suffering from the pangs of unsatiated lust or love.