Jump to content

ମଦନୋତ୍ସବ

ଉଇକିଅଭିଧାନ‌ରୁ

ମଦନୋତ୍ସବ

ଉଚ୍ଚାରଣ

[ସମ୍ପାଦନା]

(ମଦନମହୋତ୍ସବ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବସନ୍ତୋତ୍ସବ; ଦୋଳଯାତ୍ରା; ହୋରି — ୧. A festival performed in the spring in honour of cupid,
୨. ଚୈତ୍ର ପୂର୍ଣ୍ଣମୀରେ ଅନୁଷ୍ଠେୟ ଉତ୍ସବ — ୨. A festival on the full moon of Ch&aline;i̱tra.

[ଦ୍ରଷ୍ଟବ୍ୟ —ପ୍ରାଚୀନକାଳରେ ଏହି ଉତ୍ସବ ଚୈତ୍ର ଶୁକ୍ଳ ଦ୍ୱାଦଶୀ ଠାରୁ ଆବଦ୍ଧ ହୋଇ ଚତୁର୍ଦ୍ଦଶୀ ଦିନ ସମ୍ପ୍ତ ହେଉଥିଲା; ଏଥିରେ ବ୍ରତ କାମଦେବ୍କ ପୂଜା, ଗୀତବାଦ୍ୟ, ରାତ୍ରି ଜାଗରଣ ଓ ସ୍ତ୍ରୀପୁରୁଷ ସମ୍ମିଳନ, ଉଦ୍ୟାନାଦିରେ ଆମୋଦ ପ୍ରମୋଦ ଦେଉଥିଲା ହିନ୍ଦୀ - ଶ]

୩. ସ୍ତ୍ରୀ ପୁରୁଷହ୍କର ସଙ୍ଗମ; ଗତି; ରମଣ —୩. Copulation