Jump to content

ମଦନ ମୋହନ

ଉଇକିଅଭିଧାନ‌ରୁ

ମଦନ ମୋହନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମଦନ ପରି ମୋହନ=ଅତି ସୁନ୍ଦର, ବା ମଦନକୁ ଯେ ମୋହିତ କରିଅଛନ୍ତି)

[ସମ୍ପାଦନା]

ଶ୍ରୀକୃଷ୍ଣଙ୍କର ନାମାନ୍ତର —A name of Ṡrīkṛushṇa.

ବିଶେଷଣ -

[ସମ୍ପାଦନା]

ଅତି ସୁନ୍ଦର ରୂପବିଶିଷ୍ଟ —Having a charming appearnce.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପୁରୀ ଜଗନ୍ନାଥଙ୍କ ପ୍ରତିନିଧି ରୂପେ ଚନ୍ଦନ ଯାତ୍ରା ସମୟରେ ଚାପକୁ ବିଜେ କରନ୍ତି — ୧. The movable image representing th Idol. Jagannātha which is taken to the boat during the Chandanjātrā festival.
୨. ପୁରୁଷ ଲୋକଙ୍କୁ ଦିଆଯିବା ନାମ —୨. Name given to males.