Jump to content

ମଦନ ଶରହତ

ଉଇକିଅଭିଧାନ‌ରୁ

ମଦନ ଶରହତ

ଉଚ୍ଚାରଣ

[ସମ୍ପାଦନା]
(ମଦନ ଶରାହତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୬ଷଷ୍ଠୀ ତତ୍ ଓ ତୃତୀୟା ତତ୍; ମଦନ+ ଶର+ଆହତ)

[ସମ୍ପାଦନା]

କାମ ପୀଡ଼ିତ — Love-struck,.