Jump to content

ମଦମତ୍ତ

ଉଇକିଅଭିଧାନ‌ରୁ

ମଦମତ୍ତ

ଉଚ୍ଚାରଣ

[ସମ୍ପାଦନା]

(ମଦବିକ୍ଷିପ୍ତ—ଅନ୍ୟରୂପ)

(ମଦମତ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍; ମଦ+ମତ୍ତ)

[ସମ୍ପାଦନା]
୧. ଗର୍ବମତ୍ତ ୧. Maddened with oride.
୨. କାମୋ ନ୍ନତ୍ତ; ମଦସ୍ରାବ ଯୋଗୁଁ ଉନ୍ନତ୍ତ (ହସ୍ତି) — ୨. (elephant) Excited with lust; in rut.