ମଦରଙ୍ଗା
ଦେଖଣା
ମଦରଙ୍ଗା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଦରଙ୍ଗା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ଜଳଜ ଶାକ ଲତା —Name of an aquatic creeper; Alternathera Sessilis.
[ଦ୍ରଷ୍ଟବ୍ୟ — ଏହା ଇଷତ୍ ତିକ୍ତରସ, ରୁଚିକର. ଶୀତବୀର୍ଯ୍ୟ, ଅଗ୍ନିବର୍ଦ୍ଧକ, କଫପିତ୍ତ— ନାଶକ, ପିତ୍ତ ବିକୃତିରେ ଐଷଧିରୂପେ ବ୍ୟବହୃତ ହୁଏ ଏହା ପ୍ଳୀହା, ବାଘୀ ଓ କଫନାଶକ ମଦରଙ୍ଗା ପରି ଏକପ୍ରକାର ନାଲି ପତ୍ର ଯୁକ୍ତ ବିଦେଶାନୀତ ଶାକକୁ ବିଲାତ ମଦରଙ୍ଗା କହନ୍ତି