ମଦଳସା
ଦେଖଣା
ମଦଳସା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନାମ)
[ସମ୍ପାଦନା]ଧର୍ମଶୀଳା ତତ୍ତ୍ୱବାଦିନୀ ରାଣୀବିଶେଷ — Name of a very learned and pious queen who thought theology and philosophy to her son.
[ଦ୍ରଷ୍ଟବ୍ୟ —ଏ ବିଶ୍ୱାବସ୍ତ୍ର ଗନ୍ଧର୍ବଙ୍କ କନ୍ୟା ଓ ଚନ୍ଦ୍ର ବଂଶୀୟ ପ୍ରତର୍ଦ୍ଦନ ବା ଋତୁଧ୍ୱଜ ରାଜାଙ୍କର ମହିଷୀ ଏବଂ ରାଜା ଅଲର୍କଙ୍କର ମାତା ଏହାଙ୍କର ଆଉ ୩ ପୁତ୍ର ସଂସାର ବିରକ୍ତ ଥିଲେ ଏ ଏହାଙ୍କ ପୁତ୍ରଙ୍କୁ ବ୍ରହ୍ମବିଦ୍ୟା ଶୁକ୍ଷା ଦେଇଥିଲେ]
ଦେଶଜ - ବିଶେଷଣ -
[ସମ୍ପାଦନା]ମଦାଳୀସା (ଦେଖ) - —Madāḻasī (See)