Jump to content

ମଦାକ୍ରାନ୍ତା

ଉଇକିଅଭିଧାନ‌ରୁ

ମଦାକ୍ରାନ୍ତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମନ୍ଦ+ଆକ୍ରାନ୍ତ+ଆ)

[ସମ୍ପାଦନା]

ସପ୍ତଦଶାକ୍ଷର ଛନ୍ଦୋ— ବିଶେଷ —A metre in Sanskrit consisting of ୧୭ syllables.

[ଦ୍ରଷ୍ଟବ୍ୟ —ଏଥିରେ ୧ମ. ୪ର୍ଥ, ୧ମ, ୧୧ଶ, ୧୩ଶ, ୧୫ଶ, ୧୬ଶ, ଓ ୧୭ଶ ବର୍ଣ୍ଣମାନ ଗୁରୁ ଏବଂ ଅନ୍ୟ ବର୍ଣ୍ଣମାନ ଲଘୁ; ଏଥିର ପ୍ରତ୍ୟେକ ଚରଣରେ ଯଥାକ୍ରମେ ମଗଣ, ଭଗଣ, ନଗଣ, ଦୁଇତ ଗଣ ଓ ଅନ୍ତ୍ୟ ୨ ବର୍ଣ୍ଣ ଗୁରୁ (ହିନ୍ଦୀ - ଶ) କାଳିଦାସଙ୍କ ମେଘଦୂତ ମନ୍ଦାକ୍ରାନ୍ତ ଛାନ୍ଦରେ ରଚିତ]