ମଦାଙ୍ଗ
ଦେଖଣା
ମଦାଙ୍ଗ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]- ୧. ମଲାଙ୍ଗ; ମନାଙ୍ଗ'; ଅନ୍ୟ ଗଛ ଦେହରେ ଜନ୍ମିବା ଗଛ —୧. A parastic plant growing on the body of an other tree.
- ୨. ଲୋକେ ଯିପବା ଆସିବା ପାଇଁ କିଆରିରେ ହୁଡ଼ା ତଳେ
ଛଡ଼ା ହୋଇଥିବା ବାଟ —୨. A pathway left below the ridge of a cultivated field.
- ୩. ପୋଲ —୩. Bridge.