Jump to content

ମଦାତଙ୍ଗ

ଉଇକିଅଭିଧାନ‌ରୁ

ମଦାତଙ୍ଗ

ଉଚ୍ଚାରଣ

[ସମ୍ପାଦନା]

(ମଦତ୍ୟୟ—ଅନ୍ୟରୂପ)

=== ସଂସ୍କୃତ - ବିଶେଷ୍ୟ - (ମଦ=ମତ୍ତତାଜନିତ ଆତଙ୍କ)

ଅତିରିକ୍ତ ମଦ୍ୟପାନ ଜନିତ ଉନ୍ନାଦ ରୋଗବିଶେଷ —A sort of delirium due to excessive wine-drin king; delirium.

[ଦ୍ରଷ୍ଟବ୍ୟ —ଏଥିରେ ରୋଗୀର ମୁଣ୍ଡ ବୁଲାଏ, ଅରୁଚି ହୁଏ, ଶୋଷ ହୁଏ, ହାତ ଗୋଡ଼ ଜଳେ; ତନ୍ଦ୍ରା ଓ ଅଜୀର୍ଣ୍ଣ ହୁଏ ଓ ସମୟେ ସମୟେ ଜ୍ୱର ଓ ପ୍ରଳାପ ହୁଏ—ହିନ୍ଦୀ - ଶ]