Jump to content

ମଦାନ୍ଧ

ଉଇକିଅଭିଧାନ‌ରୁ

ମଦାନ୍ଧ

ଉଚ୍ଚାରଣ

[ସମ୍ପାଦନା]
(ମଦାନ୍ଧା—ସ୍ତ୍ରୀ) 

(ମଦାନ୍ଧତା, ମଦାନ୍ଧ୍ୟ—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍; ମଦ+ଅନ୍ଧ)

[ସମ୍ପାଦନା]

ମଦ (ଗର୍ବ ମତ୍ତତା) ଯୋଗୁଁ ହିତାହିତଜ୍ଞାନଶୂନ୍ୟ — Blinded by pride or intoxication