ମଦାରିଆ
ଦେଖଣା
ମଦାରିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଦାରିଆ
|
ବୈଦେଶିକ - ବିଶେଷଣ - (ଆଂ ମଦାରୀ)
[ସମ୍ପାଦନା]- ୧. ଯେଉଁ ଲୋକ ପର ଉପରେ ନିର୍ଭର ରଖେ —୧. Putting reliance or trust on others.
- ୨. ଯାହାର ଅତ୍ମନିର୍ଭଶୀଳତା ନାହିଁ — ୨. Having no self-reliance.
- ୩. ଯେ ଅନ୍ୟ ବ୍ୟକ୍ତିଠାରେ ଅର୍ପଣ କରେ —୩. Entrusting others with any charge.
- ୪. ପରମୁଖାପେକ୍ଷୀ — ୪. Dependent on others.