Jump to content

ମଦାର୍ ଦେବା

ଉଇକିଅଭିଧାନ‌ରୁ

ମଦାର୍ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କାର୍ଯ୍ୟର ଭାର ଅର୍ପଣ କରିବା — ୧. To entrust the charge of a work or matter to person.
୨. ନିର୍ଭର ବା ବିଶ୍ୱାସ କରିବା —୨. To have trust of confidence on a person; to put reliance on a person.
୩. କୌଣସି କାର୍ଯ୍ୟ ପାଇଁ ଅନ୍ୟ ବ୍ୟକ୍ତି ଉପରେ ନିର୍ଭର କରିବା —୩. To depend upon anothetr for any matter.