ମଦିର
ଦେଖଣା
ମଦିର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମଦ୍. ଧାତୁ=ମତ୍ତ ହେବା+କର୍ତ୍ତୃ.ଇକ)
[ସମ୍ପାଦନା]- ୧. ମତ୍ତ ଖଞ୍ଜନ ପକ୍ଷୀ —୧. The deep-blue wag-tail.
(which seems restless like an intoxicated person).
- ୨. ରକ୍ତ ଖଦିର —୨. Red catechu.
(ମଦିରା—ସ୍ତ୍ରୀ)
ବିଶେଷଣ - ପୁଲିଙ୍ଗ - (ମଦ. ଧାତୁ=ମତ୍ତ ହେବା+ କରଣ. ଇର)
[ସମ୍ପାଦନା]ମତ୍ତତାଜନକ —Intoxicating.