Jump to content

ମଦିରା ଗୃହ

ଉଇକିଅଭିଧାନ‌ରୁ

ମଦିରା ଗୃହ

ଉଚ୍ଚାରଣ

[ସମ୍ପାଦନା]

ମଦିରାଳୟ, ମଦିରାଶାଳାଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମଦ ଖଟି; ମଦ ଦୋକାନ —୧. A tavern; wine shop; grog-shop.
୨. ମଦ ଭାଟି —୨. A destillery.