Jump to content

ମଦୀୟ

ଉଇକିଅଭିଧାନ‌ରୁ

ମଦୀୟ

ଉଚ୍ଚାରଣ

[ସମ୍ପାଦନା]
(ମଦୀୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଅସୁଦ୍+ସମ୍ୱନ୍ଧାର୍ଥେ. ଈୟ)

[ସମ୍ପାଦନା]
୧. ମତ୍ ସମ୍ୱନ ସମ୍ୱଧୀୟ; ମୋ ସମ୍ୱନ୍ଧୀୟ —୧. Realiting to me.
୨. ମୋର —୨. Mine.