Jump to content

ମଦୁଡ଼

ଉଇକିଅଭିଧାନ‌ରୁ

ମଦୁଡ଼

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମଲ୍ଲମାନଙ୍କଦ୍ୱାରା ଭୂମିକୁ ଆଘାତ —The strik ing of the ground by athlets.

(ଉ—ଦାଣ୍ଡ ପେଲି ସାରିଣ ମାଇଲେ ମଦୁଡ଼, ଭୂମେ ପଟ ପାଟେ ଛେଟିଲେ ପିଠି ହାଡ଼ କୃଷ୍ଣସିଂହ ମହାଭାରତ. ସଭା)