Jump to content

ମଦୋତ୍କଟ

ଉଇକିଅଭିଧାନ‌ରୁ

ମଦୋତ୍କଟ

ଉଚ୍ଚାରଣ

[ସମ୍ପାଦନା]
(ମଦୋତ୍କଟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ମଦୋଦ୍ଧବ; ମଦଗର୍ବିତ; ଗର୍ବୋନ୍ନତ୍ତ — ୧. Maddened with pride; arrogant.
୨. ମତୁଆଳ —୨. Intoxicated with drink.
୩. ମଦସ୍ରାବ ଯୋଗୁଁ ଅଦମ୍ୟ (ହସ୍ତୀ) — ୩. (elephant) Restive on account of rut

ବିଶେଷ୍ୟ -

[ସମ୍ପାଦନା]

ମତ୍ତହସ୍ତୀ —An elephant in rut.