ମଦୋଦଗ୍ର
ଦେଖଣା
ମଦୋଦଗ୍ର
ଉଚ୍ଚାରଣ
[ସମ୍ପାଦନା]ମଦୋଦ୍ଧତ, ମଦୋନ୍ନତ୍ତଅନ୍ୟରୂପ
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତୃତୀୟା ତତ୍; ମଦ+ଉଦଗ୍ର)
[ସମ୍ପାଦନା]- ୧. ଗର୍ବୋଦ୍ଧୋତ; ମଦମତ୍ତ; ମଦଗର୍ବିତ — ୧. Intoxicated with arrogance.
- ୨. ମଦସ୍ରାବ ଯୋଗୁଁ ଅଦମ୍ୟ
ମଦୋଦଗ୍ରା, ମଦୋଦ୍ଧତା, ମଦୋନ୍ନତ୍ତାସ୍ତ୍ରୀ
(ହସ୍ତୀ) —୨. (elepant) Excited by being in rut.
- ୩. ମତ୍ତତାଯୋଗୁଁ ବାହ୍ୟଜ୍ଞାନ ଶୂନ୍ୟ —୩. Maddened.