Jump to content

ମଦ୍ଗୁର

ଉଇକିଅଭିଧାନ‌ରୁ

ମଦ୍ଗୁର

ଉଚ୍ଚାରଣ

[ସମ୍ପାଦନା]

(ମଦ୍ଗୁରକ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମସଜ୍ ଧାତୁ=ମଗ୍ନ ହେବା+କର୍ତ୍ତୃ. ଉର)

[ସମ୍ପାଦନା]

ମାଗୁର ମାଛ —A kind of scelaless fresh water fish; a small sheat fish.

[ ଦ୍ର— ଏମାନେ ମୁଠୁଣିଏ ପର୍ଯ୍ୟନ୍ତ ବଢ଼ନ୍ତି ଓ କୃଷ୍ଣାଭ; ଏହି ଜାତୀୟ ଛୋଟ ଓ ଆରକ୍ତ ପାଉଁଶିଆ ମାଛଙ୍କୁ ରତା ବୋଲାଯାଏ ଏମାନଙ୍କର ଗାଲିସି ତଳେ ଦୁଇ ପାଖରେ ଶିଂଘ (କଣ୍ଟା) ଅଛି ଏ ଶିଂଘ ମନୁଷ୍ୟ ଦେହରେ ଦେହରେ ବିଦ୍ଧ ହେଲେ ବିଶେଷ ବ୍ୟଥା ହୁଏ ]



ମଦ୍ଗୁର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମଦ୍ ଗୁର (ଦେଖ) - — Mad-gura (See)