Jump to content

ମଦ୍ର

ଉଇକିଅଭିଧାନ‌ରୁ

ମଦ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି(ମଦ୍ ଧାତୁ=ହୃଷ୍ଟ ହେବା+ଭାବ. ର)

[ସମ୍ପାଦନା]
୧. ହର୍ଷ; ଆନନ୍ଦ — ୧. Gay; delight.
୨. (+ କରଣ. ର) ଶୁଭ; ମଙ୍ଗଳ — ୨. Bliss; prosperity.
୩. ପଞ୍ଜାବରେ ଅନ୍ତର୍ଗତ ପ୍ରାଚୀନ ଦେଶବିଶେଷ —୩. Name of a province or kingdom in acient India.

[ଦ୍ରଷ୍ଟବ୍ୟ —ଏହା ଇରାବତୀ ଓ ଚନ୍ଦ୍ର ଭାଗା ନଦୀଦ୍ୱୟର ମଧ୍ୟରେ ଅବସ୍ଥିତ ଥିଲା]