ମଦ୍ୟପ
(ମଦ୍ୟପାୟୀ—ଅନ୍ୟରୂପ)
[ମଦ୍ୟପା, ମଦ୍ୟପାୟିନୀ—ସ୍ତ୍ରୀ]
ଯେ ମଦ ପିଏ; ମଦୁଆ — Drunkard; habituated to drink.