Jump to content

ମଦ ଅଳସ

ଉଇକିଅଭିଧାନ‌ରୁ

ମଦ ଅଳସ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ମଦାଶସ୍ୟ)

[ସମ୍ପାଦନା]

ମତ୍ତତା ଯୋଗୁଁ ଆଳସ୍ୟଯୁକ୍ତ — Languid on account of intoxication.

(ଉ—ଦୃଷ୍ଟି ତୋ ମଦ—ଅଳସ, ବଦନଚନ୍ଦ୍ର ପ୍ରକାଶ, ଗତି ତୋର ଜନ ମନୋହର ପ୍ରାଚୀ, ରସବାରିଧି)