Jump to content

ମଦ ଓରା

ଉଇକିଅଭିଧାନ‌ରୁ

ମଦ ଓରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ କ୍ଷୁଦ୍ର କଳସରେ ବା ଘଟରେ ଖଜୁରି, ତାଳ ଓ ନଡ଼ିଆ ଗଛରୁ ସ୍ରବିବାଦ ରସ ସଂଗୃହୀତ ହୁଏ —A jar in which is collected the toddy juice from palm, date-palm and cocoanut trees.

[ଦ୍ରଷ୍ଟବ୍ୟ —ଛୋଟ ଛୋଟ କଳସକୁ ବା ଘଡ଼ିକୁ ଉରା ଓ ବଡ଼ ମାଠିଆକୁ ଅଧ୍ୟା ବୋଲାଯାଏ; ଗଛର ଦେହରେ ରସ ସଂଗ୍ରହାର୍ଥ ଉରା ସଂଲଗ୍ନ କରାଯାଏ ଉରା— ମାନଙ୍କରେ ସଂଗୃହୀତ ରସକୁ ଅଧ୍ୟାରେ ପୂରାଯାଏ]