ମଦ ଗନ୍ଧ
ଦେଖଣା
ମଦ ଗନ୍ଧ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀତତ୍)
[ସମ୍ପାଦନା]- ୧. ହସ୍ତୀ ଗଣ୍ଡରୁ ନିଃସୃତ ମଦବାରିର ଉତ୍କଟ ଗନ୍ଧ —୧. The strong smell of the juice exuded from the temples of an elephant in rut.
- ୨. (ବହୁବ୍ରୀହି) ମଦ (ହିନ୍ଦୀ - ଶ) —୨. Wine.
- ୩. ଛତିଆନା (ଗଛ) (ହିନ୍ଦୀ - ଶ) ୩. Alistonia Scholaris (tree).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମଦ୍ୟରୁ ଉତ୍ପନ୍ନ ଗନ୍ଧ —The peculiar smell of wine (which comes out of the mouth of a drunkard or toddy pot or toddy-shop).