ମଦ ଝୂଙ୍କ
ଦେଖଣା
ମଦ ଝୂଙ୍କ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଦ ଝୂଙ୍କ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମଦନିଶା; ମଦ୍ୟପାନଜନିତ ମତ୍ତତା — ୧. Intoxication due to wine.
- ୨. ମଦ ନିଶା ଯୋଗୁଁ ଟଳି ଟଳି ଚାଲିବା — ୨. Unsteadiness in walking due to overdrink.
ମଦ ଝୂଙ୍କ
|