Jump to content

ମଦ ମୁକୁଳିତାକ୍ଷୀ

ଉଇକିଅଭିଧାନ‌ରୁ

ମଦ ମୁକୁଳିତାକ୍ଷୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (୩ୟା ତତ୍ ବା ବହୁବ୍ରିହୀ; ମଦ ବା ହର୍ଷଦ୍ୱାରା ମୁକୁଳିତ=ଅର୍ଦ୍ଧନମୀଳିତ ହୋଇଅଛି ଆଖି ଯାହାର)

[ସମ୍ପାଦନା]

ହର୍ଷ ହେତୁ ଅର୍ଦ୍ଧନିମୀଳିତ ନୟନା —(a woman) Having eyes half opened on account of extreme delight.