ମଧୁକରୀ
ଦେଖଣା
ମଧୁକରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାଧୁକରୀ; ମଧୁକର ଯେଉଁପରି ନାନା ପୁଞ୍ଜରୁ ମଧୁ ସଂଗ୍ରହ କଲେ ସେହିପରି ବହୁ ସ୍ଥାନରୁ ଭିକ୍ଷାଦ୍ୱାରା ଏହା ସଂଗୀତ ହେବାରୁ)
[ସମ୍ପାଦନା]ମାଧୁକରୀ; ଏକାଧିକ ସ୍ଥାନରୁ ପକ୍ୱାନ୍ନ (ରୁଟି ତରକାରି ଆଦି) ଭିକ୍ଷା କରି ବୃନ୍ଦାବନିଚେ ଭିକ୍ଷୁଙ୍କର ସଂଗ୍ରହ କରିବା ଭିକ୍ଷା —Alms (consisting of cooked food) sollected from many ḍoors by a beggar at Bṛundābana.
(ଉ—ବ୍ରାହ୍ମଣ ବୃତ୍ତିକିତ ଆଶ୍ରା ଥିଲେ କରି, ମାଗିଲେ ସେ ନଗରେ ବୁଲି ମଧୁକରୀ କୃଷ୍ଣସିଂହ. ମହାଭାରତ ଆଦି)