ମଧୁପୁରୀ
=== ସଂସ୍କୃତ - ବିଶେଷ୍ୟ -
ମଥୁରା ମଗରୀ — The town of Muttra.
[ଉ—କୃଷ୍ଣଗଲେ ମଧୁପୁରୀ, କେମନ୍ତେ ବଞ୍ଜିବୁ ଗୋପର ନାରୀ, ହେ କଳାକାର କଂସ ତ ହେଲା ଭଗାରି ହେ, କଳାକର! କଳାକର ଚଉତିଶା]