ମଧୁବନ
ଦେଖଣା
ମଧୁବନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମଧୁ =ମିଷ୍ଟ+ ବନ୍ଧାତୁ=ଶବ୍ଦକରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. କୋକିଳ —୧. The cockoo.
- ୨. (ମଧୁ=ସ୍ନିଗ୍ଧ+ବନ) ପ୍ରମୋଦ ଉଦ୍ୟାନ — ୨. A pleasure garden.
- ୩. ବୃନ୍ଦାବନର ଗୋଟିଏ ଉଦ୍ୟାନ —୩. Name of a garden in Bṛu<? ?>dābana.
- ୪. କିଷ୍କିନ୍ଧ୍ୟାର ଗୋଟିଏ ବନ —୪. Name of a part of the ancient forest of Kishkindhyā in South India.
- ୫. ଲଙ୍କାର ଗୋଟିଏ ବନ —୫. Name of a garden in laṇkā .
- ୬. ମଧୁରାସ୍ଥ କଂସର ପ୍ରମୋଦ ବନ — ୬. Name of a pleasure garden of Kaṁsa in Mathurā
[ଦ୍ରଷ୍ଟବ୍ୟ —ଏହାକୁ ଶ୍ରୀକୃଷ୍ଣ ଜୁର କଲେ; ଉକ୍ତ ବନର ରକ୍ଷକ କଂସର ଭ଼ୃତ୍ୟମନା କରିବାକୁ ତାକୁ ଶ୍ରୀକୃଷ୍ଣ ଓ ବଳରାମ ବାନ୍ଧି ପକାଇଲେ]
- ୭. ପ୍ରେମିକ ପ୍ରେମିକାଙ୍କ ମିଳନ କୁଞ୍ଜ (ହିନ୍ଦୀ - ଶ) — ୭. A grove where lovers meet or tryst.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦ୍ୱାରଭଙ୍ଗା ଜିଲ୍ଲାର ଗୋଟିଏ ମହକୁମା ଓ ନଗର — A subdivison and town in the district of Dwārabhaṇgā