Jump to content

ମଧୁବର୍ଷୀ

ଉଇକିଅଭିଧାନ‌ରୁ

ମଧୁବର୍ଷୀ

ଉଚ୍ଚାରଣ

[ସମ୍ପାଦନା]
(ମଧୁବର୍ଷିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ମଧୁ+ବୃଷ୍ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]

ଅମୃତବର୍ଷୀ; ଅତି ମଧୁର —Very sweet; raining nectar.