Jump to content

ମଧୁମାନ୍

ଉଇକିଅଭିଧାନ‌ରୁ

ମଧୁମାନ୍

ଉଚ୍ଚାରଣ

[ସମ୍ପାଦନା]
(ମଧମତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ (ମଧୁ+ଅଛି ଅର୍ଥରେ ମତ୍; ୧ମା. ୧ବ)

[ସମ୍ପାଦନା]
୧. ମଧୁପୂର୍ଣ୍ଣ —୧. Full of honey.
୨. ଯହିଁରେ ମଧୁ ଅଛି —୨. Having honey.
୩. ମାଧୁର୍ଯ୍ୟପୂର୍ଣ୍ଣ — ୩. Full of sweetness.