ମଧୁମାଳତୀ
ଦେଖଣା
ମଧୁମାଳତୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାସନ୍ତୀ)
[ସମ୍ପାଦନା]ମୃଦୁଗନ୍ଧଯୁକ୍ତ ଏକ ପ୍ରକାର ଦୃଢ଼ ପୁଷ୍ପଲତା —A kind of hardy flowering creeper, the rangoon creeper.
[ଦ୍ରଷ୍ଟବ୍ୟ — ଏହା ବର୍ଷଧିକାରୀ ଲତା ଏହାର ଫୁଲ ଚତୁର୍ଦ୍ଦଳ ଓ ଫୁଲର ଡେମ୍ଫ ଲମ୍ୱା ପ୍ରଥମେ ଫୁଟିଲା ବେଳେ ଫୁଲ ଧଳା ଦିଶେ ୧୨: ଘଣ୍ଟା ପରେ ନାଲିଆ ହୋଇଯାଏ ଏଥିପାଇଁ ଏକ ସମୟରେ ଲତାରେ ଧଳା ଓ ନାଲି ପାଖୁଡ଼ାଯୁକ୍ତ ଫୁଲ ଫୁଟିଥିବା ଦେଖାଯାଏ ଏହାର ଫୁଲ ପେନ୍ଥା ପେନ୍ଥା ହୋଇ ପୁଟେ; ସନ୍ଧ୍ୟା ସମୟରେ ଫୁଟିଲା ବେଳେ ଫୁଲର ପାଖୁଡ଼ା ନାଲି ଥାଏ ଓ ସକାଳକୁ ଧଳା ହୋଇଯାଏ ସମ୍ଭବତଃ ଜୟଦେବଙ୍କ ଗୀତଗୋବିନ୍ଦର 'ଲବଙ୍ଗଲତା' ଏହି ମଧୁମାଳତୀ ଲତା ଅଟେ; ଡେମ୍ପଲଗା ଫୁଲ ଲବଙ୍ଗ ସଙ୍ଗେ ସଙ୍ଗେ ତୁଳନୀୟ]
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ହଳଦିଆ ମାଳତୀ ଫୁଲ ଓ ତହିଁରେ ଲତା —The yellow flowering veriety of Echites caryophylata creeper.