ମଧୁର

ଉଇକିଅଭିଧାନ‌ରୁ

ମଧୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମଧୁରା—ସ୍ତ୍ରୀ) 

ମଧୁରତା , ମଧୁରତ୍ୱ. ମାଧୁରୀ, ମାଧୁର୍ଯ୍ୟ, ମଧୁରିମା—ବିଶେଷ୍ୟ

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ମଧୁ+ ଅଛି ଅର୍ଥରେ ର)[ସମ୍ପାଦନା]

୧. ମାଧୁର୍ଯ୍ୟ ଗୁଣ — ୧. Sweetness.
୨. ମିଷ୍ଟରସ —୨. Sweet taste.
୩. ବିଷ; ହଳାହଳ — ୩. Poison; deadly poison.
୪. ଟୀଣ ଧାତୁ —୪. Tin (metal).
୫. ଜୀବକ ବୃକ୍ଷ (ହିନ୍ଦୀ - ଶ) — ୫. A rare medicinal palnt.
୬. ନାଲି ଆଖୁ (ହିନ୍ଦୀ - ଶ) — ୬. Red variety of sugarcane.
୭. ଗୁଡ଼ (ହିନ୍ଦୀ - ଶ) ୭. Molasses.
୮. ଧାନ —୮. Paddy
୯. ଲୁହା (ହିନ୍ଦୀ - ଶ) —୯. Iron.
୧. ମହୁଲ (ହିନ୍ଦୀ - ଶ) — ୧୦. Mahula.

[ଉ—ବଞ୍ଚେ ଘନ ଘନ ଘନ କୁଶ କଣ ଯଥା, ବୃଷ୍ଟି ମଧୁର ମଧୁର ମଧୁର ଯେ ତଥା ଭଞ୍ଜ. ବୈଦେହୀଶବିଳାସ]

୧୧. ମଟର (ହିନ୍ଦୀ - ଶ) — ୧୧. Pea.
୧୨. ଜଙ୍ଗଲୀ ବରକୋଳି —୧୨. Wild jujube.
୧୩. ବାଦାମ ଗଛ (ହିନ୍ଦୀ - ଶ) —୧୩. Almond tree.
୧୪. କାକୋଳୀ (ହିନ୍ଦୀ - ଶ) (ଦେଖ) - —୧୪. Kākoḻī (See)

ବିଶେଷଣ -[ସମ୍ପାଦନା]

୧. ମିଠା; ମିଷ୍ଟରସଯୁକ୍ତ —୧. Sweet to the taste.
୨. ପ୍ରୀତିକାର; ମନୋହର —୨., Pleasant; pleasing.
୩. ସୌମ୍ୟ; ପ୍ରିୟଦର୍ଶନ —୩. Handsome.
୪. ମନ୍ଦଗାମୀ —୪. Slow going

[ଦ୍ରଷ୍ଟବ୍ୟ — ଦର୍ଶନ, ରସନା, ଘ୍ରାଣ , ସ୍ପର୍ଶ ଓ ଶ୍ରବଣ ଏପରି ସବୁପ୍ରକାରଟ ଇନ୍ଦ୍ରିୟଦ୍ୱାରା ମାଧୁର୍ଯ୍ୟର ଉପଲବ୍ଧି କରାଯାଇ ପାରେ]