Jump to content

ମଧୁରାଳାପ

ଉଇକିଅଭିଧାନ‌ରୁ

ମଧୁରାଳାପ

ଉଚ୍ଚାରଣ

[ସମ୍ପାଦନା]
(ମଧୁରାଳାପା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା; ମଧୁର+ଆଳାପ)

[ସମ୍ପାଦନା]

ମିଷ୍ଟ ବଚନ — Sweet talk or discorse.

ବିଶେଷଣ - ଫୁ (ବହୁବ୍ରୀହି)

[ସମ୍ପାଦନା]

ମିଷ୍ଟ ଭାଷୀ — Sweet-talking.