ମଧୁରା ଲାଗିବା
ଦେଖଣା
ମଧୁରା ଲାଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଧୁରା ଲାଗିବା
|
(ମଧୁରା ହେବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ମୁହୁଁ ଭିତରେ ମିଠା ଆସ୍ୱାଦ ବୋଧ ହେବା — Feeling of a sweet taste in the month at some times.
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଖାଇବାକୁ ମିଠା ଲାଗିବା — To taste sweet.