ମଧୁରିକା
ପାନମହୁରୀ —Aniseed; fennel.
ମୁଖବାଦ୍ୟ ବିଶେଷ; ମହୁରି —A kind of musical instrument; a kind of clarion.
(ଉ— ଟମକ, ନାଗରୀ, ମଧୁରିକା, ତୁରୀ, ଭେରୀ, କାହଳ; ନାଦି ବାଦ୍ୟକାରେ ସର୍ବାଗ୍ରେ ଚାଲୁନ୍ତି ମାଳକୁ ମାଳ ରାଧାନାଥ ଉଷା)