ମଧୁରୋଦକ
(ମଧୁରୋଦଧି—ଅନ୍ୟରୂପ)
ପୁରାଣ ଅନୁସାରେ ସାତ ସମୁଦ୍ରର ଅନ୍ତିମ, ସମୁଦ୍ର, ଯହିଁର ଜଳ ମିଠା ଓ ଯାହା ପୁଷ୍ପର ଦ୍ୱୀପକୁ ବେଢ଼ିଛି —The mythological sea of sweet water.