Jump to content

ମଧୁର ଜ୍ୱର

ଉଇକିଅଭିଧାନ‌ରୁ

ମଧୁର ଜ୍ୱର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଦେହରେ ସର୍ବଦା ସାମାନ୍ୟ ତାତି ଥିବା ଜର — Low constant faver.

[ଦ୍ରଷ୍ଟବ୍ୟ — ଅଧିକ ଘିଅ ଖାଇଲେ ବା ଝାଳ ବୁହା ବନ୍ଦ କଲେ ଏ ଜ୍ୱର ହୁଏ; ଏଥିରେ ମୁହଁ ନାଲି ପଡ଼େ, ତାଳୁ ଓ ଜିଭ ଶୁଖିଯାଏ, ନିଦ୍ରା ହୁଏ ନାହିଁ ଖୁବ୍ ଶୋଷ ଓ ବାନ୍ତି ଦେଖାଏ— ହିନ୍ଦୀ - ଶ]