ମଧୁର ବଚନ
(ମଧୁର ଭାଷଣ—ଅନ୍ୟରୂପ)
[ମଧୁର ବଚନା, ମଧୁର ଭାଷଣା—ସ୍ତ୍ରୀ] (ମଧୁର ବଚନୀ—ଦେଶଜ ସ୍ତ୍ରୀଲିଙ୍ଗ)
ମିଷ୍ଟ ବାକ୍ୟ — Sweet words
=== ବିଶେଷଣ - ପୁଂ. (ବହୁବ୍ରୀହି)
ମିଷ୍ଟଭାଷୀ —Sweetspeaking.