Jump to content

ମଧୁର ଭକ୍ତି

ଉଇକିଅଭିଧାନ‌ରୁ

ମଧୁର ଭକ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପ୍ରେମ ରସ ମିଶ୍ରିତ ଭକ୍ତି —Devotion mixed with love.

[ଦ୍ରଷ୍ଟବ୍ୟ —ଶ୍ରୀ ଚୈତନ୍ୟ ଦେବଙ୍କ ଅମଳରୁ ବୈଷ୍ଣବମାନେ ଏହି ଭକ୍ତିଦ୍ୱାରା ଭଗବାନଙ୍କୁ ଆରାଧନା କରିବା ପ୍ରଚାର କରିଅଛନ୍ତି

ଗୋପୀ ଓ ଗୋପ ବାଳକମାନେ ଶ୍ରୀକୃଷ୍ଣଙ୍କୁ ଏହି ଭକ୍ତିଦ୍ୱାରା ଭଜନା କରୁଥିଲେ] 

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବାତ୍ସଲ୍ୟ ଭକ୍ତି (ଦେଖ) - —୧. Bātsalya bhakti (See).;
୨. ମଧୁର ଭକତି (ଦେଖ) - —୨. Madhura bhakati (See)