ମଧୁଲୁବ୍ଧ
(ମଧୁଲୋଭୀ; ମଧୁଲୋଲୁପ—ଅନ୍ୟରୂପ)
(ମଧୁଲୁବ୍ଧା—ସ୍ତ୍ରୀ)
ମଧୁପାନ କରିବା ପାଇଁ ଲାଳସାଯୁକ୍ତ —Hankering after or tempted by honey.