ମଧୁ କଣ୍ଠ ଭାଷୀ
ଦେଖଣା
ମଧୁ କଣ୍ଠ ଭାଷୀ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ - ସ୍ତ୍ରୀ (ସଂସ୍କୃତ - ମଧୁକଣ୍ଠ ଭିଷାଣୀ)
[ସମ୍ପାଦନା]କୋକିଳ ସ୍ୱର ପରି କୋମଳ ଓ ସୁମଧୁର ଯାହାର କଣ୍ଠ ସ୍ୱର —(a woman) Having a sweet and melodious voice like that of a cuckoo.
(ଉ—ଏହି ଦିବସେ ମଧୁର ମଧୁ ମାସେ ମଧୁର ମଧୁକଣ୍ଠ ଭାଷୀ, ସୁଧାଂଶୁ—ପ୍ରଭା ସୁଧା—ପୁରେ ବସୁଧା—ମଣ୍ଡନା ସୁଖେ ଥିଲା ବସି ଭଞ୍ଜ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ)